୩୦ ଜିଲ୍ଲା ପାଇଁ ନିଯୁକ୍ତ ହେଲେ BJDର ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ବର(କେନ୍ଯୁଜ୍): BJDର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ । ୩୦ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ନୂଆ ପର୍ଯ୍ୟବେକ୍ଷକ । କଟକ ଜିଲ୍ଲା ପାଇଁ ଉଷା ଦେବୀ, ବାଲେଶ୍ୱର ଜିଲ୍ଲାର ପ୍ରତାପ ଦେବ, ଅନୁଗୁଳକୁ ପ୍ରଶାନ୍ତ ମୁଦୁଲି, ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଲିକ, ବରଗଡ଼ ଜିଲ୍ଲାକୁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ପ୍ରଣବ ବଳବନ୍ତରାୟ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ୱ ମିଳିଛି ଚନ୍ଦ୍ର ସାରଥୀ ବେହେରାଙ୍କୁ । ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲା ପାଇଁ ସୁଶାନ୍ତ ସିଂ, ବୌଦ୍ଧ ଜିଲ୍ଲା ପାଇଁ ସୌଭାଗ୍ୟ ନାୟକଙ୍କୁ ଦିଆଯାଇଛି ଦାୟିତ୍ୱ।

Leave A Reply

Your email address will not be published.