ଧାନକିଣା ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି, ସମସ୍ତ FCI ଗୋଦାମ ସାମ୍ନାରେ ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ଧାନକିଣା ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ରାଜ୍ୟର ସମସ୍ତ FCI ଗୋଦାମ ସାମ୍ନାରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ ଧାରଣା ଦିଆଯାଇଛି । ଧାନିକଣା ନେଇ ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଛି।

କେବଳ ସେତିକି ନୁହେଁ, କୋଭିଡ ସମୟରେ ରାଜ୍ୟ ସରକାର ନିଜେ ବନ୍ଧା ପଡି ଧାନ ସଂଗ୍ରହ କରିଛନ୍ତି । ଏଥିପାଇଁ ୬ ହଜାର ୫୭୦ କୋଟି ଟଙ୍କା ଏଯାଏ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ମିଳିନି । ଲୋକଙ୍କୁ ବାସ୍ତବ ତଥ୍ୟ ଜଣାଇବ ବିଜେଡି । ଖାଲି ପ୍ରେସମିଟ୍‌ କରି ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଦଳ ଅଭିଯୋଗ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.