ଏଥର ରେକର୍ଡ କରିବ ବିଜେଡି, ଦୃଢ଼ୋକ୍ତି ପ୍ରକାଶ କଲେ କାର୍ତ୍ତିକ ପାଣ୍ଡିଆନ

ଏଥର ରେକର୍ଡ କରିବ ବିଜେଡି । ଦୃଢ଼ୋକ୍ତି ପ୍ରକାଶ କଲେ ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ଦୁଇଟି ପର୍ଯ୍ୟାୟର ମତଦାନ ପରେ ଦୃଢ଼ୋକ୍ତି କରିଛନ୍ତି ।

ଭୁବନେଶ୍ୱର : ଏଥର ରେକର୍ଡ କରିବ ବିଜେଡି । ଦୃଢ଼ୋକ୍ତି ପ୍ରକାଶ କଲେ ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ଦୁଇଟି ପର୍ଯ୍ୟାୟର ମତଦାନ ପରେ ଦୃଢ଼ୋକ୍ତି କରିଛନ୍ତି । ୨୦୧୯ ଠାରୁ ଏଥର ବିଜେଡି ଅଧିକ ସିଟ୍ ପାଇ ରେକର୍ଡ କରିବ ବୋଲି କହିଛନ୍ତି । ଉଭୟ ଲୋକସଭା ଓ ବିଧାନସଭାରେ ରେକର୍ଡ କରିବ BJD । ୨ଟି ପର୍ଯ୍ୟାୟରେ ୯ ଲୋକସଭା ଓ ୬୩ ବିଧାନସଭା ପାଇଁ ଭୋଟ୍ ସରିଛି । ୨ଟି ଫେଜ୍ ରେ ବିଜେଡି ସୁଇପ୍ କରିବ ବୋଲି ପାଣ୍ଡିଆନ କହିଛନ୍ତି ।

You might also like