ପିପିଲି ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା, ବିଜେଡି ମହିଳା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ

ପିପିଲି(କେନ୍ୟୁଜ୍):  ପିପିଲି ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା । ବିଜେଡି ମହିଳା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ । ନୂଆ ଶାସନ ପଞ୍ଚାୟତର ଉପନିର୍ବାଚନକୁ ଆଖିଆଗରେ ରଖି ପିପିଲି ବିଜେଡି ମହିଳା ସଭାପତି ଜୋତ୍ସ୍ନାରାଣୀ ପୁଷ୍ଟି ଚଉଦମାଣ ଗାଁରେ ବୈଠକ କରୁଥିଲେ । ଏହି ସମୟରେ ବିଜେପି କର୍ମକର୍ତ୍ତା ଓ ବିରୋଧୀ ଦଳ ସମର୍ଥିତ ମହିଳାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ଜୋତ୍ସ୍ନାରାଣୀ ।

ଚିକତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲ ପରେ ଭୁବନେଶ୍ୱରକୁ ସ୍ଥାନନ୍ତର କରାଯାଇଛି କ୍ଷ ଏନେଇ ପିପିଲି ଥାନାରେ ବିଜେଡି ମହିଳା ପକ୍ଷରୁ ଅଭିଯୋଗ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.