ଡ୍ୟାନ୍ସ ବାର ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

କେନ୍ୟୁଜ୍: ଡ୍ୟାନ୍ସ ବାର ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଏହି ପ୍ରସଙ୍ଗରେ ବିଜେପି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଦଳ । ହାଇକୋର୍ଟଙ୍କ ଅନୁମତି ପରେ ମହିଳାମାନେ ଡ୍ୟାନ୍ସ ବାରରେ କାର୍ଯ୍ୟ କରୁଛନ୍ତି । ସେହିପରି ବିଜେପି ଶାସିତ ରାଜ୍ୟରେ ବାରରେ ମଧ୍ୟ ମହିଳାମାନେ କାର୍ଯ୍ୟ କରୁଥିବା ବେଳେ କେଉଁ ପରିପ୍ରେକ୍ଷୀରେ ଦଳ ଏହାର ବିରୋଧ କରୁଛି । ସେଠାରେ ଅପସଂସ୍କୃତି ହେଉନାହିଁ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତ୍ରୀ ।