୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ଘୋଷଣା ହେଲା ବିଜେପିର ଓଡ଼ିଶାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ।

ଘୋଷଣା ହେଲା ବିଜେପିର ଓଡ଼ିଶାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ଘସିପୁରାରୁ ଦଳ ଡ. ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭୋଗରାଇରୁ- ଆଶୀଷ ପାତ୍ର, ଭଣ୍ଡାରିପୋଖରୀରୁ- ସୁଧାଂଶୁ ନାୟକ, ବରୀ- ଉମେଶ ଚନ୍ଦ୍ର ଜେନା, ବାରବାଟି-କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି । ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି, ବସ୍ତା- ରବୀନ୍ଦ୍ର ଅଣ୍ଡିଆ ଓ ତେଲକୋଇରୁ ବିଜେପି ଡ. ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ।