ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ ।  ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦିଙ୍କୁ ଭେଟିଛନ୍ତି ବିଜେପି ସାଂସଦ ।  ସାକ୍ଷାତ କାଳରେ ନିଜ ସଂପର୍କରେ ମୋଦିଙ୍କୁ ଜଣାଇବା ସହ କେତେ ଥର ନିର୍ବାଚିତ ହୋଇଛନ୍ତି ତାହା ଜଣାଇଛନ୍ତି ।  ନିଜ ସଂସଦୀୟ କ୍ଷେତ୍ରରେ ବଜେଟ ନେଇ ପ୍ରତିକ୍ରିୟା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

 

You might also like