ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ  BJP ଗଠନ କଲା ଉପନିର୍ବାଚନ ପରିଚାଳନା ସମିତି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ  ଭାରତୀୟ ଜନତା ପାର୍ଟି ଉପନିର୍ବାଚନ ପରିଚାଳନା ସମିତି ଗଠନ କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରିଚାଳନ ସମିତି ଗଠନ କରାଯାଇଛି। ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ବାଲେଶ୍ବର  ନିର୍ବାଚନ ମଣ୍ଡଳୀ ପାଇଁ

କ୍ରମିକ ନଂ ନାମ ପଦବୀ
1 ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ଏମଏସଏମଇ ଏବଂ ଦୁଗ୍ଧ,
ପଶୁପାଳନ ଓ ମତ୍ସ୍ୟପାଳନ ମନ୍ତ୍ରୀ
2 ମନମୋହନ ସାମଲ ପୂର୍ବତନ ରାଜ୍ୟ ସଭାପତି ଓ ପୂର୍ବତନ ମନ୍ତ୍ରୀ
3 ବିଶେଶ୍ୱର ଟୁଡ଼ୁ ସାଂସଦ, ମୟୂରଭଞ୍ଜ ଏବଂ ରାଷ୍ଟ୍ରୀୟ ସମ୍ପାଦକ
4 ଗୋଲକ ମହାପାତ୍ର ରାଜ୍ୟ ସାଧାରଣ ସମ୍ପାଦକ
5 ବିଷ୍ଣୁ ସେଠୀ ବିଧାୟକ, ଧାମନଗର ଏବଂ ବିରୋଧୀ ଦଳର ଉପନେତା
6 ରଘୁନାଥ ମହାନ୍ତି ପୂର୍ବତନ ମନ୍ତ୍ରୀ
7 ପଦ୍ମଲୋଚନ ପଣ୍ଡା ପୂର୍ବତନ ମନ୍ତ୍ରୀ
8 ଜୟନାରାୟଣ ମହାନ୍ତି ପୂର୍ବତନ ବିଧାୟକ
9 ମୋହନ ମାଝୀ ବିଧାୟକ, କେନ୍ଦୁଝର ଏବଂ ବିଜେପି ଉପମୁଖ୍ୟ ଆବାହକ
10 ସୁକାନ୍ତ ନାୟକ ବିଧାୟକ, ନୀଳଗିରି
11 କାଳନ୍ଦୀ ସାମଲ ରାଜ୍ୟ ସମ୍ପାଦକ
12 ଟଙ୍କଧର ତ୍ରିପାଠୀ ରାଜ୍ୟ ସମ୍ପାଦକ
13 ସ୍ମୃତି ପଟ୍ଟନାୟକ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ
14 ଗୋବିନ୍ଦ ଦାଶ ପୂର୍ବତନ ବିଧାୟକ, ରେମୁଣା
15 ଅଜୟ କୁମାର ମିଶ୍ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
16 ଉମାକାନ୍ତ ମହାପାତ୍ର ଜିଲ୍ଲା ସଭାପତି, ବାଲେଶ୍ୱର

 

  ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ  

କ୍ରମିକ ନଂ ନାମ ପଦବୀ
1 ପୃଥ୍ୱିରାଜ ହରିଚନ୍ଦନ ରାଜ୍ୟ ସାଧାରଣ ସମ୍ପାଦକ
2 ଅପରାଜିତା ଷଡ଼ଙ୍ଗୀ ସାଂସଦ, ଭୁବନେଶ୍ୱର ଏବଂ ରାଷ୍ଟ୍ରୀୟ ମୁଖପାତ୍ର
3 ସମୀର ଦେ ପୂର୍ବତନ ମନ୍ତ୍ରୀ
4 ନୟନ ମହାନ୍ତି ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ
5 ପ୍ରକାଶ ମିଶ୍ର ସାଂସଦ ପ୍ରାର୍ଥୀ, କଟକ
6 ଭୃଗୁବକ୍ସି ପାତ୍ର ରାଜ୍ୟ ଉପସଭାପତି
7 ଲଳିତେନ୍ଦୁ ବିଦ୍ୟାଧାର ମହାପାତ୍ର ବିଧାୟକ, ବ୍ରହ୍ମଗିରି
8 ଜୟନ୍ତ ଷଡ଼ଙ୍ଗୀ ବିଧାୟକ, ପୁରୀ
9 ପ୍ରଭାତି ପରିଡ଼ା ରାଜ୍ୟ ଉପସଭାପତି
10 ଇରାସିଶ ଆଚାର୍ଯ୍ୟ ସଭାପତି, ବିଜେପି ଯୁବମୋର୍ଚ୍ଚା
11 ସାରଦା ପ୍ରଧାନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
12 ବିଭୁ ତରାଇ ପୂର୍ବତନ ସାଂସଦ, ରାଜ୍ୟ ସଭାପତି, ଏସସି ମୋର୍ଚ୍ଚା
13 ଭୁବନମୋହନ ଜେନା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
14 ପ୍ରକାଶ ବେହେରା ପୂର୍ବତନ ବିଧାୟକ, ଜିଲ୍ଲା ସଭାପତି, କଟକ ସଦର
15 ଅମର ନାୟକ ରାଜ୍ୟ ସମ୍ପାଦକ
16 ଦିଲ୍ଲୀପ ମଲ୍ଲିକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
17 ସତ୍ୟବ୍ରତ ମହାପାତ୍ର ଜିଲ୍ଲା ସଭାପତି, ଜଗତସିଂହପୁର
18 ପ୍ରଦୀପ ବଳ ସାମନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
19 ବାବୁ ସିଂହ ଜିଲ୍ଲା ସଭାପତି, ଭୁବନେଶ୍ୱର
20 ଆସ୍ରିତ ପଟ୍ଟନାୟକ ଜିଲ୍ଲା ସଭାପତି, ପୁରୀ
21 ଅଲେଖ ଜେନା ପୂର୍ବତନ ବିଧାୟକ, ରାଜନଗର
22 ଗୋକୁଳାନନ୍ଦ ମଲ୍ଲିକ ଜିଲ୍ଲା ସଭାପତି, ଘୁମୁସର(ଗଞ୍ଜାମ)
23 ପ୍ରଦୀପ ପଟ୍ଟନାୟକ ବରିଷ୍ଠ ନେତା