ଆଜିଠୁ ଭୁବନେଶ୍ୱରର ୩ଟି ସପିଂ ମଲ୍‌ରେ ଦିଆଯିବ କୋଭିଡ୍‌ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଭୁବନେଶ୍ୱରର ୩ଟି ସପିଂ ମଲ୍‌ରେ ଦିଆଯିବ କୋଭିଡ୍‌ ବୁଷ୍ଟର ଡୋଜ୍‌ । ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ୍‌, ପାତ୍ରପଡ଼ା ସ୍ଥିତ ଡିଏନ୍‌ ରେଗାଲିଆ ମଲ୍‌ ଏବଂ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲ୍‌ରେ ଦିଆଯିବ ବୁଷ୍ଟର ଡୋଜ୍‌ ।

ସକାଳ ୧୦ଟାରୁ ଦିନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ବୁଷ୍ଟର ଡୋଜ୍‌ ନେବାକୁ କାଲିଠାରୁ ଆରମ୍ଭ ହୋଇଛି ଅନଲାଇନ୍‌ ସ୍ଲଟ ବୁକିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.