କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲଂଘନ: ଜୟଦେବ ବିହାର ଛକରେ ଥିବା ଏକ କୋଚିଂ ସେଣ୍ଟରକୁ ସିଲ୍ କଲା ବିଏମ୍‌ସି

ଭୁବନେଶ୍ବର: ଜୟଦେବ ବିହାର ଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ୍‌ । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲଂଘନ ଅଭିଯୋଗରେ ସିଲ୍‌ କରିଛି ବିଏମ୍‌ସି । ଆଜି ଦିନ ତମାମ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରାଯିବ ।

ଏଥିପାଇଁ ବିଏମ୍‌ସିର ତିନିଟି ଟିମ୍‌ ସାମିଲ ହୋଇଛନ୍ତି । ରାଜଧାନୀରେ ସଂକ୍ରମଣ ବଢୁଥିବାରୁ ବିଏମ୍‌ସି ପକ୍ଷରୁ ଚେକିଂ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.