ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ନୂଆ ବିଷୟବସ୍ତୁ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି

କଟକ(କେନ୍ୟୁଜ୍):  ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ନୂଆ ବିଷୟବସ୍ତୁ । ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ୍‌ ମ୍ୟାନେଜମେଣ୍ଟ ବିଷୟବସ୍ତୁ ରହିବ । ଭୂଗୋଳ ଓ ଜୀବ ବିଜ୍ଞାନ ବହିରେ ଏହି ଦୁଇଟି ବିଷୟବସ୍ତୁ ରହିବ ।

ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଏହି ବିଷୟବସ୍ତୁ ସ୍ଥାନ ପାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନୂତନ ପାଠ୍ୟକ୍ରମ ବୋର୍ଡ େଓ୍ଵବସାଇଟରେ ଉପଲବ୍ଧ ହୋଇଛି। www.bseodisha.ac.in ଲଗ୍‌ ଇନ୍‌ କରି ନୂତନ ବିଷୟବସ୍ତୁ ଜାଣିହେବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି ବୋର୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.