ଲଡୁବାବାଙ୍କ ଚନ୍ଦନ ଯାତ୍ରା ବେଳେ ଅଘଟଣ, ଚାପ ଖେଳୁଥିବାବେଳେ ହତାଠ୍‌ ବୁଡିଗଲା ଡଙ୍ଗା

ନୟାଗଡ଼(କେନ୍ୟୁଜ୍‌): ଲଡୁବାବାଙ୍କ ଚନ୍ଦନ ଯାତ୍ରା ବେଳେ ଅଘଟଣ। ନୟାଗଡ଼ ଶରଣକୂଳ ଲଡୁବାବାଙ୍କ ଭଉଁରୀ ଚନ୍ଦନ ଯାତ୍ରା ବେଳେ ବୁଡିଗଲା ଡଙ୍ଗା। ମଧ୍ୟରାତ୍ରରେ ଠାକୁର ଏବଂ ସେବାୟତମାନେ ଡଙ୍ଗାରେ ଚାପ ଖେଳୁଥିବାବେଳେ ହତାଠ୍‌ ଡଙ୍ଗା ବୁଡ଼ି ଯାଇଥିଲା।

ଡଙ୍ଗାରେ ପ୍ରାୟ ୩୦ ଜଣ ସେବାୟତ ଥିଲେ। ତେବେ ଏକ ବଡ଼ ଦୁର୍ଘଟଣାରୁ ସେବାୟତମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅତ୍ୟଧିକ ଲୋକ ଡଙ୍ଗାରେ ଚଢିଯିବାରୁ ଡଙ୍ଗାଟି ବୁଡିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.