ଗୋପ : ସମୁଦ୍ରରେ ଓଲଟିଲା ଡଙ୍ଗା । ୫ଜଣ ମତ୍ସ୍ୟଜୀବୀ ଗୁରୁତର । ଅଶାନ୍ତ ସମୁଦ୍ର ଯୋଗୁଁ ମାଛ ଧରିବାକୁ ଯାଇଥିବା ଚନ୍ଦ୍ରଭାଗା ନୋଳିଆ ସାହିର ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ଓଲଟି ଯାଇଥିଲା । ଏଥିରେ ୫ ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ଏହା ସହ ମାଛ ମରା ଜାଲ ,ଡଙ୍ଗା ଚାଳନାମଟର ସହ ସମସ୍ତ ମାଛଧରା ଆସବାପତ୍ର ସମୂଦ୍ରରେ ଭାସି ଯାଇଛି । ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆହୁରି ପଢ଼ନ୍ତୁ : ଦୁର୍ଘଟଣାରେ ବାପା ଆଗରେ ଚାଲିଗଲା ପୁଅର ଜୀବନ, ଝିଅ ଗୁରୁତର