ଯାନ୍ତ୍ରିକ ତ୍ରୁଟିରୁ ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା, ୪୦ରୁ ଉର୍ଦ୍ଧ ଯାତ୍ରୀ ଫସିଥିବା ସୂଚନା

ବ୍ରହ୍ମଗିରି(କେନ୍ୟୁଜ୍): ଆଜି ସକାଳୁ ଏକ ଯାତ୍ରୀବାହି ଡଙ୍ଗା ୪୦ରୁ ଉର୍ଦ୍ଧ ଯାତ୍ରୀ ଓ ୯ ବାଇକ୍ ସାତପଡ଼ା ଆସୁଥିବା ବେଳେ ମଝି ଚିଲିକାରେ   ଯାନ୍ତ୍ରିକ ତ୍ରୁଟି କାରଣରୁ  ଫସିଛି । ଡଙ୍ଗାଟି ଜହ୍ନିକୁଦା ଘାଟ ଠାରୁ ୪୦ଜାତ୍ରି ସହ ୯ଟି ଗାଡି ନେଇ ସାତପଡା ଆସୁଥିବା ସୁଚନା । ମେସିନ୍ ସ୍ଲାବ ଭାଙ୍ଗିଯିବାରୁ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା ।

ମେସିନି ସଜାଡିବା ପାଇଁ ଲାଗିପଡିଛନ୍ତି ଡଙ୍ଗା ଚାଳକ। ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଅନ୍ୟ ମସ୍ଥ୍ୟ ଯିବି ମାନେ ଉଦ୍ଧାର ପାଣି ପହଞ୍ଚିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସାତପଡ଼ା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.