ରାଜ୍ୟ

କୋରାପୁଟ ଡଙ୍ଗା ବୁଡ଼ି ଘଟଣା ; ନଦୀରୁ ମିଳିଲା ୪ ନିଖୋଜଙ୍କ ମୃତଦେହ

କୋରାପୁଟ (କେ ନ୍ୟୁଜ) : ଦୁଇଦିନ ପରେ ମିଳିଲା ୪ନିଖୋଜଙ୍କ ମୃତଦେହ। କୋରାପୁଟରେ ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ମୃତଦେହ ଉଦ୍ଧାର। ନଦୀ ପଠା ଠାରୁ ୩୦ ରୁ ୪୦ ମିଟର ଦୂର ଡ଼ଙ୍ଗା ଭିତରୁ ସମସ୍ତ ମୃତକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ନିଖୋଜଙ୍କୁ ଠାବ କରିବାକୁ ନନ୍ଦପୁର ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର ଅଭିଯାନ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ କୋରାପୁଟର ତାନସିଂ ନଦୀଘାଟରେ ଡଙ୍ଗା ବୁଡ଼ିବା ପରେ ୪ ଜଣ ନିଖୋଜ ହୋଇଥିଲେ।

ନିଖୋଜ ଥିବା ଜଣେ ମହିଳା ଏବଂ ୩ ନାବାଳିକାଙ୍କ କୌଣସି ପତ୍ତା ମିଳିନଥିଲା। କୋରାପୁଟ ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀଘାଟରେ ଘଟିଥିଲା ଅଘଟଣ। ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର୍ ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ି ଯାଇଥିଲା ଡଙ୍ଗା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ। ମୃତକ ମାନେ ହେଲେ ଶଶି ରେଖା ଆର୍ଲାବ, ଶାନ୍ତି ସୀସା, ନବିନା ଆର୍ଲାବ ଓ ପୁଷ୍ପାଞ୍ଜଳି ଆର୍ଲାବ। ଏମାନେ ଦେଶୀ ଡଙ୍ଗା ଚଲାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ସମସ୍ତେ ବୁଡ଼ି ଯାଇଥିଲେ।

KNews Bureau

Recent Posts

ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା…

6 mins ago

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ…

12 mins ago

ସକାଳେ ଖାଲି ପେଟରେ ପାଣିରେ ଘିଅ ମିଶାଇ ପିଅନ୍ତୁ, ମିଳିବ ଅନେକ ଲାଭ

ଆଜିକାଲି ଲୋକମାନେ ଫିଟ ରହିବା ପାଇଁ ଘିଅ ଏବଂ ତେଲ ଛାଡି ଦେଉଛନ୍ତି । ତେବେ ଅତ୍ୟଧିକ ଘିଅ ତେଲ…

14 mins ago

୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର, ଜଙ୍ଗଲରେ ଛଡା ଗଲା

ଯାଜପୁର : ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ବୈରି ରେଞ୍ଜ କାଇମାଟିଆ ନିକଟରୁ ଅଜଗର ଉଦ୍ଧାର…

15 mins ago

୧୭ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ, ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର (କେନ୍ୟୁଜ): ୧୭ ଜିଲ୍ଲାକୁ କାଳବୈଶାଖୀ ଚେତାବନୀ । କାଳବୈଶାଖୀ ପାଇଁ ରାଜ୍ୟର ୧୭ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି…

25 mins ago

ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗ୍ରୀଷ୍ମଲହରୀ ପାଇଁ ଆଗକୁ ବଢ଼ିପାରୁନି

ଭୁବନେଶ୍ୱର : ଆଗଉନି ମୌସୁମୀ । ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ସଅଳ ମୌସୁମୀ…

49 mins ago