ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

ଝାରସୁଗୁଡା(କେନ୍ଯୁଜ୍): ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର। ମୃତକ ମାନେ ୨୮ ବର୍ଷର ମହିଳା ଏବଂ ୫ ଓ ୩ ବର୍ଷର ଝିଅ। ଗଙ୍ଗାନଗର ଫାଟକପଡାରେ ଏକ ଘରୁ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି।

ଆଜି ସକାଳେ ପାଖ ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ସ୍ୱାମୀ ନାରାୟଣ ପୋଡାଦର ଫେରାର ଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.