ଭିଜିଲାନ୍ସ ଜାଲରେ ବଲାଙ୍ଗିର ଦେଓଗାଁ ବ୍ଲକ୍ ଜେଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଜେଇ ଗିରିଶ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ରେଡ୍‌ କରୁଛି ବଲାଙ୍ଗିର ଭିଜିଲାନ୍ସ ।

ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରେ ଚଡାଉ କରାଯାଉଛି। ବଲାଙ୍ଗିର ଭିଜିଲାନ୍‌ସର ୫ ଜଣିଆ ଟିମ୍‌ ଚଡାଉରେ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.