ଯୁବକ-ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଘଟଣା, ଆଠ ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ଯୁବକ ଯୁବତୀ ଙ୍କ ତଣ୍ଟି କାଟି ହତ୍ୟା ଘଟଣା l ଆଠ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ l ବଲାଙ୍ଗିର ରେ ପୋଲିସ IG ଙ୍କ ସାମ୍ବାଦିକ ସମ୍ମିଳନୀ l ଜଣେ ବଲାଙ୍ଗିର ଓ ଆଉ ସାତ ଜଣ ରାଜ୍ୟ ବାହାର ର ହୋଇଥିବା ଜଣା ପଡିଛି l ଆଜି ରକ୍ତଭିଜା କପଡା ଜବତ କରିଥଲା ବଲାଙ୍ଗିର ପୋଲିସ l ଏହି ହତ୍ୟାକାଣ୍ଡ ରେ ବ୍ୟବହାର କାର, ଏକ ସ୍କୁଟି ଜବତ କରାଯାଇଛି l ଏହା ସହିତ ଅଭିଯୁକ୍ତ ଙ୍କ ଠାରୁ ବନ୍ଧୁକ ଜବତ ହୋଇଛି l ଗଂଜେଇ ବେପାର ଓ ଟଙ୍କା ଭାଗବଣ୍ଟା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l

You might also like