ରାତି ଅଧରେ ମାର୍ଶାଘାଇର ଏକ ହୋଟେଲ ଉପରେ ବୋମାମାଡ

ମାର୍ଶାଘାଇ: ରାତି ଅଧରେ ବୋମାମାଡ । କେନ୍ଦ୍ରାପଡା ମାର୍ଶାଘାଇ ଥାନା ୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ହୋଟେଲରେ ବୋମାମାଡ । ରାତି ୧୧ଟା ସମୟରେ ବୋମାମାଡ ହୋଇଛି ।

୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ୨ଟି ବୋମାମାଡ କରିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ବୋମାମାଡର କାରଣ ଅସ୍ପଷ୍ଟ ରହିଛି। ମାର୍ଶାଘାଇ ପୋଲିସ ଓ କେନ୍ଦ୍ରାପଡା ଏସ୍‌ପି ଘଟଣାର ତଦନ୍ତ କରୁଛ

You might also like