ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ

ବ୍ରହ୍ମପୁର : ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ।  ବ୍ରହ୍ମପୁର ନିମଖଣ୍ଡି ଥାନା ଫୁଲଟା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏପରିକି ବୋମାମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।  ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଗାଁରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ :  ନକଲି ଅପମିଶ୍ରିତ ଡିଟରଜେଣ୍ଟ ପାଉଡର ଜବତ, ଦୁଇ ମାଲିକଙ୍କ ସମେତ କର୍ମଚାରୀଙ୍କୁ ମିଶାଇ ୫ ଅଟକ