କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ IPS : BSF ଆଇଜି, ଡିଆଇଜି ଭାବେ ହେବେ ନିଯୁକ୍ତ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ IPS। ୧୯୯୮ ବ୍ୟାଚ୍ IPS ଅଧିକାରୀ ରବି କାନ୍ତ ଡେପୁଟେସନରେ ଯିବେ । BSF ଇନ୍ ସ୍ପେକ୍ଟର ଜେନେରାଲ IG ଭାବେ ଯୋଗଦେବେ। IPS ଅଧିକାରୀ ମିତ୍ରଭାନୁ ମହାପାତ୍ର ମଧ୍ୟ ଡେପୁଟେସନରେ ଯିବେ । BSF ଡେପୁଟି ଇନ୍ ସ୍ପେକ୍ଟର ଜେନେରାଲ (DIG) ଭାବେ ଯୋଗଦେବେ । ୫ ବର୍ଷ ପାଇଁ ଡେପୁଟେସନରେ ଯିବେ ଉଭୟ IPS ଅଧିକାରୀ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ଗିରଫ ସମୟରେ ପଦାକୁ ଆସିଥିଲା ।
ଆହୁରି ପଢ଼ନ୍ତୁ : ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି