ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଭାରତର ରାଷ୍ଟ୍ରଦୂତ

meetଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବ୍ରାଜିଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅଶୋକ ଦାସ। ଏହି ସମୟରେ ଉଭୟ କ୍ରୀଡା, ଶିଳ୍ପ, ପୁଞ୍ଜି ନିବେଶ ଓ ପର୍ୟ୍ୟଟନ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ବିଶେଷ କରି ବ୍ରାଜିଲ ଫୁଟବଲ ଖେଳରେ ଉନ୍ନତ ଥିବା ବେଳେ ଓଡିଶା ହକି ଖେଳରେ ବେଶ ପାରଙ୍ଗମ। ଏଣୁ ଦୁଇ ରାଷ୍ଟ୍ର କ୍ରୀଡା କ୍ଷେତ୍ରରେ ଭାବର ଆଦାନ ପ୍ରଦାନ କଲେ କ୍ରୀଡାର ଉନ୍ନତି ହୋଇପାରିବ ବୋଲି ଆଶୋକ ଦାସ କହିଛନ୍ତି ।

Leave A Reply

Your email address will not be published.