ଆଠଗଡ଼:ଗୋପୀନାଥପୁରଠାରେ ସାପୁଆ ନଦୀରେ ଘାଇ, ତରଡିଙ୍ଗ, ବାଇଲୋ ବାହ୍ୟ ଜଗତରୁ ବିଛିନ୍ନ
ଆଠଗଡ଼(କେନ୍ଯୁଜ୍): ଲଗାଣ ବର୍ଷାରେ ଆଠଗଡ଼ ଅବସ୍ଥା ସାଂଘାତିକ। ଆଠଗଡ଼ ବ୍ଲକ ଗୋପୀନାଥପୁରଠାରେ ସାପୁଆ ନଦୀରେ ଘାଇ। ତରଡିଙ୍ଗ, ବାଇଲୋ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।
ବାଇଲୋ ନୂଆଗାଁ ଶବରସାହି ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ତରଡିଙ୍ଗ ଯୋଜରନ୍ଦାକୁ ସଂଯୋଗ କରୁଥିବା ସାତପାଗଡ଼ା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଅନେକ ଲୋକ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି।