ଗଜପତି: । ଗୁମ୍ମା ବ୍ଳକ କୁଜାସିଂ ପଞ୍ଚାୟତର ଜଗନ୍ନାଥପୁରରେ ପୋଲ ଧସି ଯାଇଛି। ବିଳମ୍ବିତ ରାତିରେ ପୋଲ ଧସିଯିବାରୁ ସେହି ସମୟରେ ପୋଲ ଉପରେ ଆସୁଥିବା କିଛି ଲୋକ ଖାଲରେ ପଡ଼ିଯାଇଥିଲେ। ଲୋକ ମାନଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗଜପତି ଉପଜିଲ୍ଲାପାଳ। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
Prev Post