ଲଗାଣ ବର୍ଷା ଯୋଗୁ ବୁଡିଲା କରୁକୋଣ୍ଡା ଓ ଏମ୍‌ଭି-୩୭ ପୋଲ, ମାଲକାନଗିରି-ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି(କେନ୍ଯୁଜ୍): ବୁଡିଲା କରୁକୋଣ୍ଡା ଓ ଏମ୍‌ଭି-୩୭ ପୋଲ। ଲଗାଣ ବର୍ଷା ଯୋଗୁ ବୁଡିଲା ପୋଲ। ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରି-ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଯୋଗାଯୋଗ ଠପ୍‌ ହୋଇଯିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.