ଘଟଗାଁ: ୮ ବର୍ଷର ପିଲା ଉପରେ ଗରମ ପାଣି ଢାଳିଦେଲେ ଭିଣୋଇ

ଘଟଗାଁ (କେନ୍ଯୁଜ): ପାରିବାରିକ କହଳରେ ବଳି ପଡିଲା ଶିଶୁ । ୮ ବର୍ଷର ପିଲା ଉପରେ ଗରମ ପାଣି ଢାଳିଦେଲେ ଭିଣୋଇ । ଘଟଣାଟି ଘଟିଛି ଘଟଗାଁ ଦୈତାରୀ ଥାନା ଖସାପଡା ଗାଁରେ । କୌଣସି କାରଣରୁ ସ୍ଥାନୀୟ ରବି ମେଲସାଣ୍ଡିଙ୍କ ଘରେ ଝଗଡା ହୋଇଥିଲା ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ୮ ବର୍ଷର ଶିଶୁ ଉପରେ ଗରମ ପାଣି ଢାଳିଦେଇଥିଲେ ଭିଣୋଇ । ଗୁରୁତର ଅବସ୍ଥାରେ ଶିଶୁଟିକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.