ଡିଲ୍‌ ଚାଲିଥିବାବେଳେ ଅରଡ ବଜାରରେ ଚଢାଉ କଲା STF, ୨ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର (କେନ୍ୟୁଜ୍): ବ୍ରାଉନସୁଗର ଡିଲ୍‌ ଚାଲୁଥିବା ବେଳେ ଚଢାଉ କଲା STF । ବାଲେଶ୍ୱର ଅରଡ ବଜାରରେ ଚଢାଉ କରିବା ସହ ୧ କେଜି ୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି STF । ଯାହାର ବଜାର ମୂଲ୍ୟ ପ୍ରାୟ ଆଜିର ଦିନରେ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ୨୮ ହଜାର ଶହେ ଟଙ୍କା ମିଳିଛି। ଘଟଣାରେ ସଂପୃକ୍ତି ଅଭିଯୋଗେର ସହଦେବଖୁଣ୍ଟାର ଶେଖ୍‌ ମେଜୁକୁ ଗିରଫ କରିଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.