STF ହାତରେ ବ୍ରାଉନସୁଗର ବେପାରୀ: ବାଲେଶ୍ୱରରୁ ବେପାରୀ ଏସ୍‌.କେ.ରାଜୁକୁ ଗିରଫ

ବାଲେଶ୍ୱର(କେନ୍ଯୁଜ୍): STF ହାତରେ ବ୍ରାଉନସୁଗର ବେପାରୀ । ୨ କେଜି ୪୦୨ ଗ୍ରାମର ଧଳାଜହର ଜବତ । ବାଲେଶ୍ୱରରୁ ବ୍ରାଉନସୁଗର ବେପାରୀ ଏସ୍‌.କେ.ରାଜୁକୁ ଗିରଫ କରିଛି ଏସଟିଏଫ୍‌ ।

ଗତ ୧୬ ତାରିଖରେ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା । ଅଢେଇ କୋଟିର ବ୍ରାଉନସୁଗର ଜବତ ସହ ଜଳେଶ୍ୱରରୁ ୩ ଜଣ ବେପାରୀଙ୍କୁ ଗିରଫ କରିଥିଲା STF । ଆଜି ହୋଲସେଲର୍‌ ଏସ୍‌.କେ.ରାଜୁକୁ ଗିରଫ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.