ଡିଲ୍ ବେଳେ ମାଡିବସିଲା STF: ଭୁବନେଶ୍ୱରରୁ ୨ଜଣ ବେପାରୀଙ୍କ ସହ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ
ଭୁବନେଶ୍ୱର(କେନ୍ଯୁଜ୍): କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ। ଡିଲ୍ ବେଳେ ମାଡିବସିଲା STF। ଭୁବନେଶ୍ୱରରୁ ୨ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ୧କେଜି ୨୫ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ହେବ।
ଗତ ୧ ବର୍ଷ ଭିତରେ STF ୪୦ କେଜି ବ୍ରାଉନସୁଗର, ୮୬ କୁଇଣ୍ଟାଲ ୮୧କେଜି ଗଞ୍ଜେଇ ଜବତ କରିବା ସହ ୧୦୦ ବେପାରୀଙ୍କୁ ଗିରଫ କରିଛି STF।