ମେଲୋଡି ଦେଖି ଫେରୁଥିବାବେଳେ ଯୁବକଙ୍କୁ ନିର୍ମମ ହତ୍ୟା
ବଲାଙ୍ଗିରରେ ଯୁବକଙ୍କୁ ନିର୍ମମ ହତ୍ୟା। ମେଲୋଡି ଦେଖି ଫେରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣାସ୍ଥଳରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ଯୁବକଙ୍କୁ ନିର୍ମମ ହତ୍ୟା। ମେଲୋଡି ଦେଖି ଫେରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।
ଘଟଣାସ୍ଥଳରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ସରୋଜ ପାଣିଗ୍ରାହୀ । ଗୁରୁତର ପ୍ରେମ ସାହୁଙ୍କୁ ଭୀମଭୋଇ ମେଡିକାଲ କଲେଜ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କଣ ପାଇଁ ଆକ୍ରମଣ କଲେ ସେନେଇ କାରଣ ଅସ୍ପଷ୍ଟ ରହିଛି। ବଲାଙ୍ଗିର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।