କୋରାପୁଟ ନାରାୟଣପାଟଣାରେ ବିଏସ୍‌ଏଫ ଆଇଜି ଓ ଡିଆଇଜିଙ୍କ ଜନସମ୍ପର୍କ ଶିବିର: ଦୁର୍ଗମ ଅଞ୍ଚଳର ଗ୍ରାମବାସୀଙ୍କୁ ମାଗଣାରେ ବାଣ୍ଟିଲେ କ୍ରୀଡା ସାମଗ୍ରୀ ଓ ଘରୋଇ ଉପକରଣ

କୋରାପୁଟ (କେନ୍ଯୁଜ୍): କୋରାପୁଟ ନାରାୟଣପାଟଣାରେ ବିଏସ୍‌ଏଫ ଆଇଜି ଓ ଡିଆଇଜିଙ୍କ ଜନସମ୍ପର୍କ ଶିବିର। ଦୁର୍ଗମ ଅଞ୍ଚଳର ଗ୍ରାମବାସୀଙ୍କୁ ମାଗଣାରେ ବାଣ୍ଟିଲେ କ୍ରୀଡା ସାମଗ୍ରୀ ଓ ଘରୋଇ ଉପକରଣ । ଲୋକେ ହିଂସାର ରାସ୍ତା ଛାଡ଼ି ସରକାରଙ୍କ ବିକାଶ ମୂଳକ ଯୋଜନାରେ ସାମିଲ ହେଉଛନ୍ତି ।

ଆଦିବାସୀ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କୁ ସେନାରେ ଭର୍ତ୍ତି ହେବାକୁ ଆହ୍ଵାନ କରିବା ସହ ସମସ୍ତ ସୁବିଧା ଯୋଗାଇଦେବାର ସୁଯୋଗ ରହିଥିବା କହିଥିଲେ । ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ବିଏସ୍‌ଏଫ୍‌ ଆଇଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.