୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ : କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ବଜେଟରେ ପାଣ୍ଠି ବ୍ୟବସ୍ଥା

କେନ୍ୟୁଜ(ବ୍ୟୁରୋ) : ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ।
ଓଡ଼ିଶା ମତ୍ସ୍ୟ ମିଶନ ପାଇଁ ୩୪୪ କୋଟି ଟଙ୍କା, ସୁଭଦ୍ରା ଯୋଜନା ପାଇଁ ୧୦,୦୦୦ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀ ଜନଜାତି ଜୀବୀକା ପାଇଁ ୨୦୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିଛନ୍ତି ।
କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ବଜେଟରେ ପାଣ୍ଠି ବ୍ୟବସ୍ଥା-
• ଭୁବନେଶ୍ୱର ମେଟ୍ରୋ ରେଲ : ୧୦୦୦ କୋଟି ଟଙ୍କା ।
• ନୂତନ ସହର ବିକାଶ ପାଇଁ : ୯୧୮ କୋଟି ଟଙ୍କା ।
• ଜମି ବ୍ୟାଙ୍କ ଯୋଜନା : ୨୦୦ କୋଟି ଟଙ୍କା ।
• ରେଳ ପ୍ରକଳ୍ପ ବିକାଶ ପାଇଁ : ୬୦୦ କୋଟି ଟଙ୍କା ।
• ରାସ୍ତା ଉନ୍ନୟନ ଯୋଜନା : ୬୧୮୦ କୋଟି ଟଙ୍କା ।
• କ୍ରୀଡ଼ା ଭିତ୍ତିଭୂମୀ : ୯୫୨ କୋଟି ଟଙ୍କା ।
• ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କର୍ପସ ଫଣ୍ଡ : ୫୦୦ କୋଟି ଟଙ୍କା ।
• ସୁଭଦ୍ରା ଯୋଜନା : ୧୦,୦୦୦ କୋଟି ଟଙ୍କା ।
• ସମୃଦ୍ଧ କୃଷକ ଯେ ।ଜନା : ୫୦୦୦ କୋଟି ଟଙ୍କା ।
• ମୁଖ୍ୟମନ୍ତ୍ରୀ କିସାନ ଯୋଜନା : ୧୯୩୫ କୋଟି ଟଙ୍କା ।
• ଆୟୁଷ୍ମାନ ଭାରତ ପିଏମ-ଜୟ : ୫୦୦ କୋଟି ଟଙ୍କା ।
• ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ୫୪୫୦ କୋଟି ଟଙ୍କା