କୂଅରୁ ବାହାରିଲା ଷଣ୍ଢ, ଅଗ୍ନିଶମ ବିଭାଗଙ୍କ ଦ୍ବାରା ଉଦ୍ଧାର

କଟକ (କେନ୍ୟୁଜ୍) : କୂଅରୁ ଉଦ୍ଧାର ହେଲା ଷଣ୍ଡ। ଅଗ୍ନିଶମ ବିଭାଗ କୂଅ ଭିତରୁ ଷଣ୍ଡଟିକୁ ଉଦ୍ଧାର କରିଛି। ଆଜି ସକାଳେ କଟକ ବିଡାନାସୀ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଷଣ୍ଡଟି ଗଳି ପଡିଥିଲା। ସ୍ଥାନୀୟଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଦ୍ଧାର ପରେ ଷଣ୍ଡଟିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.