ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଫାଇନ୍‌, ସୁନ୍ଦରଗଡ କମରଡିହି ନିକଟରେ ଯାଞ୍ଚ ବେଳେ କଟିଲା ଚାଲାଣ

ସୁନ୍ଦରଗଡ(କେନ୍ୟୁଜ୍): ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଫାଇନ୍‌ । ସୁନ୍ଦରଗଡ ଜିଲ୍ଲା କମରଡିହି ନିକଟରେ ଯାଞ୍ଚ ବେଳେ କଟିଲା ଚାଲାଣ । ବରଗଡର ଏକ ଘରୋଇ ବସ୍‌ ଝାଡଖଣ୍ଡ ଯାଇ ବଣାଇ ଫେରୁଥିବାବେଳେ ଧରାପଡିଛି ।

ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକ୍ଟର ଜିତେନ୍ଦ୍ର ମୁର୍ମୁଙ୍କ ନେତୃତ୍ୱରେ ଟିମ୍‌ ଯାଞ୍ଚ କରି ବସ୍‌ର ଚାଲାଣ କାଟିଛନ୍ତି । ପରମିଟ୍‌, ଫିଟନେସ୍‌, ଲାଇସେନ୍ସ ନଥିବା ଯୋଗୁ ମୋଟ ୩ଲକ୍ଷ ୭୦ ହଜାର ୬୭୨ ଟଙ୍କା ଫାଇନ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.