ଆଜିଠୁ ରାୟଗଡା ଜିଲ୍ଲାରେ ଗଡିଲା ବେସରକାରୀ ବସ୍‌

ରାୟଗଡା (କେନ୍ଯୁଜ୍): ରାୟଗଡା ଜିଲ୍ଲାରେ ଗଡିଲା ବସ୍‌। ଆଜିଠୁ ସ୍ୱାଭାବିକ ଭାବେ ଚଳାଚଳ କରିଛି ବେସରକାରୀ ବସ୍ । ଗ୍ରୀନ ଜୋନରେ ଥିବା ରାୟଗଡା ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି।

ସ୍ୱାଭବିକ ସ୍ଥିତି ମଧ୍ୟ ଫେରୁଛି। ରାଜ୍ୟ ସରକାର ସଟଡାଉନ ଓ ଲକଡାଉନ କଟକଣା କୋହଳ କରି ବସ୍‌ ଚଳାଚଳ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ରାୟଗଡା ଜିଲ୍ଲା ବସ ମାଲିକ ସଂଘ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.