ବସ୍-ଟ୍ରକ ମୁହାଁମୁହିଁ ଧକ୍କା : ୧୦ ରୁ ଅଧିକ ଆହତ; ମେଡିକାଲରେ ଭର୍ତ୍ତି
ବୌଦ୍ଧ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟରେ ବସ ଟ୍ରକ ମୁହାଁମୁହିଁ ଧକ୍କା। ୧୦ ରୁ ଅଧିକ ଆହତ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟରେ ବସ ଟ୍ରକ ମୁହାଁମୁହିଁ ଧକ୍କା। ୧୦ ରୁ ଅଧିକ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ। ବଡ଼ମ୍ବା ରୁ ବଲାଙ୍ଗିର ଅଭିମୁଖେ ଜାଉ ଥିବା ସାହିଲ୍ ନାମକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଗୁରୁତର ଆହତଙ୍କୁ ପୁରୁଣା କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।