ସରକାରଙ୍କ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ସ୍ୱାଗତ କରିଛି ବ୍ୟବସାୟୀ ମହାସଂଘ

ଭୁବନେଶ୍ବର: ସରକାରଙ୍କ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛି । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । ହେଲେ କ୍ଷୁଦ୍ର ବ୍ୟବସାୟୀ କେମିତି ହୋଲସେଲରଙ୍କ ପାଖକୁ ସାମଗ୍ରୀ ଆଣିବେ ସରକାର ସ୍ପଷ୍ଟ କରିନଥିବା ବ୍ୟବସାୟୀ ମହାସଂଘ କହିଛି ।

ସବୁ ଦୋକାନୀ SOP ମାନିବେ । କଳାବଜାରୀ ହେବନାହିଁ ବୋଲି ସବୁ ବ୍ୟବସାୟୀଙ୍କୁ ଚିଠି ମାଧ୍ୟମରେ ଜଣାଇଛୁ । କୌଣସି ବ୍ୟବସାୟୀ ଅଧିକ ସାମଗ୍ରୀ ନେବେ ନାହିଁ । ଯଦି ଅଧିକ ଦରରେ କିଣିବେ ତେବେ ଅଧିକ ଦରରେ ବିକିବେ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା ।

Leave A Reply

Your email address will not be published.