କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ପିପିଲିରେ ବନ୍ଦ ରହିବ ଉପନିର୍ବାଚନ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ପିପିଲିରେ ବନ୍ଦ ରହିବ ଉପନିର୍ବାଚନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ ଲୋହାନୀ ଏହି ସୂଚନା ଦେଇଛନ୍ତି ।

ପୁଣି ଥରେ ଉପନିର୍ବାଚନ ତାରିଖ ଘୋଷଣା ହେବ । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା । ତେବେ ଏହାର ୩ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଅକାଳ ବିୟୋଗ ଘଟିଛି ।

Leave A Reply

Your email address will not be published.