ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର: ବାଇକ୍‌ ରାଲି କରି ଚାଲିଛି କ୍ୟାମ୍ପେନ୍‌, ଭୋଟରଙ୍କୁ ଆକୃଷ୍ଟ କରିବା ଜୋରଦାରକୁ ଉଦ୍ୟମ

ବାଲେଶ୍ୱର/ ତିର୍ତ୍ତୋଲ: ପାଖେଇ ଆସୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ଉପନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର। ତାରିଖ ଯେତିକି ପାଖେଇ ଆସୁଛି ପ୍ରାଚର ମୈଦାନରେ ଲଢେଇ ସେତିକି ଦୋରଦାର ହେଉଛି। ଭୋଟରକୁ ଆକୃଷ୍ଟ କରିବାରେ ଚାଲିଛି ଜୋରଦାର ଉଦ୍ୟମ।

ବାଲେଶ୍ୱରରେ ବାଇକ୍‌ ରାଲି କରି କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି ବିଜେଡି ଓ ବିଜେପି। ଉଭୟ ଦଳ ବିଜୟ ମୁକୁଟ ପିନ୍ଧିବାକୁ ଜୋରଦାର ପ୍ରୟାସ କରୁଛନ୍ତି। ତିର୍ତ୍ତୋଲରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ଜୋରଦାର ହେବା ସମ୍ଭାବନା ରିହଛି। ତିର୍ତ୍ତୋଲ ବିଜେଡିର ଗଡ଼ ରହିଥିବା ବେଳେ ବିଜେପି ଓ କଂଗ୍ରେସ ଅଣ୍ଟା ଭିଡ଼ିଛନ୍ତି ବିଜୟ ଲାଭ ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.