ବାଙ୍କୀ ବିଲିପଡା ଗାଁ ନିକଟରେ ଦୁର୍ଘଟଣା: ନାଳରେ ଖସିଲା କାର୍, ଅଳ୍ପକେ ବତ୍ତିଲେ ଦୁଇ ଜଣ
ବାଙ୍କୀ (କେନ୍ଯୁଜ୍): ନାଳରେ ଖସିଲା କାର୍, ଅଳ୍ପକେ ବତ୍ତିଲେ ଦୁଇ ଜଣ । ବାଙ୍କୀ ଥାନା ବିଲିପଡା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ବାଙ୍କୀରୁ ଆସୁଥିବା କାର୍ଟି ହଠାତ ଭାରସାମ୍ୟ ହରାଇ ନାଳକୁ ଖସିପଡିଥିଲା ।
ନାଳରେ ୧୦ ଫୁଟର ପାଣି ଥିଲା। ଶିମିଳିପୁର-ବିଲିପଡା ରାସ୍ତାର କଇଁଆନାଳରେ ବନ୍ୟାଜଳ ଯାଉଥିବାରୁ ଗାଡିଟି ଖସିପଡିଥିଲା । ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।