ଡିଭାଇଡର ଉପରକୁ ମାଡିଗଲା କାର୍‌ , ଜଣେ ଆହତ

ଡିଭାଇଡର ଉପରକୁ ମାଡିଗଲା ଗାଡି । ଡ୍ରାଇଭର ଆହତ । ଭୁବନେଶ୍ବର ନୟାପଲ୍ଲୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ଡ୍ରାଇଭର ।

ଭୁବନେଶ୍ୱର : ଡିଭାଇଡର ଉପରକୁ ମାଡିଗଲା ଗାଡି । ଡ୍ରାଇଭର ଆହତ । ଭୁବନେଶ୍ବର ନୟାପଲ୍ଲୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ଡ୍ରାଇଭର । ଖବର ପାଇ ପୋଲିସ୍ ପହଞ୍ଚି ଗାଡିକୁ ଉଦ୍ଧାର କରିଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ ଚାଲିଛି ।