ଟ୍ରକ ପଛ ପଟୁ ଧକ୍କା ଦେଲା କାର, ୨ ଆହତ

ଯାଜପୁର : ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରକ ପଛ ପଟୁ ଧକ୍କା ଦେଲା କାର । ୨ଜଣ ଗୁରୁତର ଆହତ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ । ସୂଚନା ମୁତାବକ, ୧୬ନଂ ଜାତୀୟ ରାଜପଥ ନେଉଳପୁର ନିକଟରେ ପୂର୍ବରୁ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରକ ପଛ ପଟୁ କଟକ ଅଭିମୁଖେ ଯାଉଥିବା ଏକ ଟାଟା ଇଲେକ୍ଟ୍ରିକ କାର ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ।

ଫଳରେ କାରରେ ଥିବା ୨ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ଆହତ ଦ୍ୱୟଙ୍କର ପରିଚୟ ମିଳିପାରି ନଥିବା ବେଳେ ଗାଡ଼ିରେ ଥିବା ବ୍ୟାଲୁନ ଯୋଗୁ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଆହତଙ୍କୁ ବଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରକ ପଛ ପଟୁ ଧକ୍କା ଦେଲା କାର । ୨ଜଣ ଗୁରୁତର ଆହତ ।

ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ । ସୂଚନା ମୁତାବକ, ୧୬ନଂ ଜାତୀୟ ରାଜପଥ ନେଉଳପୁର ନିକଟରେ ପୂର୍ବରୁ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରକ ପଛ ପଟୁ କଟକ ଅଭିମୁଖେ ଯାଉଥିବା ଏକ ଟାଟା ଇଲେକ୍ଟ୍ରିକ କାର ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।