ଆନ୍ଦୋଳନକାରୀଙ୍କୁ ଧକ୍କା ଦେଲା କାର୍, ବାମପନ୍ଥୀ ନେତା ଗୁରୁତର

ବାଲେଶ୍ବର: ବନ୍ଦ ବେଳେ ଅଘଟଣ ଆନ୍ଦୋଳନକାରୀଙ୍କୁ ଧକ୍କା ଦେଲା କାର୍ ବାଲେଶ୍ଵର ଜିଲ୍ଲାରେ ଶ୍ରମିକ ସଂଗଠନର ବିକ୍ଷୋଭ ବେଳେ ଘଟିଛି ଏହି ଅଭବାନୀୟ ଘଟଣା ଏକ ଦ୍ରୁତଗାମୀ କାରକୁ ଅଟକାଇବା ବେଳେ ବାମପନ୍ଥୀ ନେତା ଗୁରୁତର ଆହତ ହୋଇଛନ୍ତି ହାତ ଏବଂ ମୁହଁରେ ଶକ୍ତ ଆଘାତ ଲାଗିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

 

 

Also read: ବାଇକକୁ ପଛପଟୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ୧ ମୃତ ଓ ଜଣେ ଗୁରୁତର