ଅପରେସନ୍‌ ଗଜରାଜର ଦୁଃଖଦ ଅନ୍ତ: ଯୋବ୍ରା ବ୍ୟାରେଜରେ ଭାସୁଛି ହାତୀର ମୃତଦେହ

କଟକ(କେନ୍ଯୁଜ୍): ଅପରେସନ୍‌ ଗଜରାଜ। କଟକ ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ଠାବ। ଯୋବ୍ରା ବ୍ୟାରେଜ ୨୪ ନମ୍ବର ଗେଟ୍‌ ନିକଟରେ ଭାସୁଛି ହାତୀର ମୃତଦେହ।

ଗତ ୨୪ ତାରିଖରେ ମୁଣ୍ଡଳୀରେ ଫସି ରହିଥିବା ଦନ୍ତା ହାତୀର ମୃତଦେହ ବୋଲି ସନ୍ଦେହ କରାଯାଉଛି। ତେବେ ବନ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ହାତୀର ମୃତଦେହ ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.