ଆସିଲା ନୂଆ ୭ ଆକ୍ରାନ୍ତଙ୍କ କେସ୍‌ ହିଷ୍ଟ୍ରି, ବର୍ତ୍ତମାନେ ଚାଲିଛି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ

ଭୁବନେଶ୍ବର: ଆସିଲା ନୂଆ ୭ ଆକ୍ରାନ୍ତଙ୍କ କେସ୍‌ ହିଷ୍ଟ୍ରି । ପେସେଣ୍ଟ ନମ୍ବର ୬୨, ୬୩, ୬୪, ୬୫ ଓ ୬୬ ଭଦ୍ରକ ଜିଲ୍ଲାର । ସେହିପରି ପେସେଣ୍ଟ ନମ୍ବର ୬୭ ଓ ୬୮ ବାଲେଶ୍ୱର ଜିଲ୍ଲାର । ଭଦ୍ରକ ଜିଲ୍ଲାର ସମସ୍ତ ୫ ଆକ୍ରାନ୍ତ ପୁରୁଷ । ଜଣେ ୪୮ ବର୍ଷୀୟ, ୫୫ ବର୍ଷୀୟ, ୫୭ ବର୍ଷୀୟ, ୫୮ ବର୍ଷୀୟ ଓ ୬୬ ବର୍ଷୀୟ ଅଛନ୍ତି ।

ସେହିପରି ବାଲେଶ୍ୱର ଜିଲ୍ଲାରେ ଜଣେ ୩୨ ବର୍ଷୀୟ ଯୁବକ ଓ ଜଣେ ୨ ବର୍ଷର ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସେମାନେ କାହା ସଂସ୍ପର୍ଶରେ ଓ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କ ଖୋଳତାଡ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.