ଟ୍ରେନ୍‌ ଟ୍ରାଜେଡିର ଆରମ୍ଭ ହୋଇଛି CBI ତଦନ୍ତ, ସୂଚନା ଦେଲେ ପୂର୍ବତଟ ରେଳପଥ DRM

ଦିଲ୍ଲୀ ଓ କୋଲକାତାରୁ ୧୦ ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ DRM ରିଙ୍କେସ୍‌ ରାୟ ।

କେନ୍ୟୁଜ୍(ବ୍ୟୁରୋ): ବାହାନଗାରେ ଟ୍ରେନ୍‌ ଟ୍ରାଜେଡିର ଆରମ୍ଭ ହୋଇଛି CBI ତଦନ୍ତ । ଦିଲ୍ଲୀ ଓ କୋଲକାତାରୁ ୧୦ ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ DRM ରିଙ୍କେସ୍‌ ରାୟ ।

ଅନ୍ୟପଟେ ଦୁର୍ଘଟଣାର ତଦନ୍ତ ଯୁଗ୍ମ ଭାବେ ରେଳବାଇ ନିରାପତ୍ତା କମିସନର ଓ CBI ଦ୍ୱାରା ଚାଲିଛି ବୋଲି କହିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.