ରେଳବାଇ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର(କେ ନ୍ୟୁଜ): ରେଳବାଇ କର୍ମଚାରୀଙ୍କ ଘରେ ସିବିଆଇ ରେଡ୍‌ । ସିନିୟର ଟ୍ରାଭେଲିଂ ଅଫିସର ରବି ନାରାୟଣ ରଥଙ୍କ ଘରେ ରେଡ୍‌ କରିଛି ସିବିଆଇ । ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ସିବିିଆଇ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଚଢାଉ ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.