ଭୁବନେଶ୍ବର AIIMSରେ ରେଡ୍, ନିଯୁକ୍ତି ସ୍କାମ ନେଇ ସିବିଆଇର ଚଢ଼ାଉ

ଭୁବନେଶ୍ୱର : ଭୁବନେଶ୍ବର AIIMSରେ ରେଡ୍ । ନିଯୁକ୍ତି ସ୍କାମ ନେଇ ଏମ୍ ସରେ ରେଡ କରୁଛି ସିବିଆଇ । ଜାଲ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି CBI ଟିମ୍ ଚଢ଼ାଉ କରିଛି ।  ଭୁବନେଶ୍ବର ଚଢ଼ାଉରେ ସିବିଆଇ ଟିମରେ ୯ ଜଣ ସଦସ୍ୟ ସାମିଲ୍ ଅଛି ।

 

 

ଆହୁରି ପଢ଼ନ୍ତୁ : IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ମାମଲାରେ କରୁଛି ଖୋଳତାଡ଼