ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ କାର୍ଯ୍ୟରତ ମହିଳା ଏସ ଆଇ ସୌମ୍ୟା ରାୟ ଜିଲ୍ଲାରେ ଶ୍ରେଷ୍ଠ ପୋଲିସ ଏସ ଆଇ ରୂପେ ପୁରସ୍କୃତ ହୋଇଛନ୍ତି।ଶନିବାର ଅନୁଷ୍ଠିତ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଏସ.ପି ବରୁଣ ଗୁଣ୍ଟୁ ପାଲି ତାଙ୍କୁ ପୁରସ୍କୃତ କରିଥିଲେ।
୨୦୧୭ ମସିହା ଜାନୁଆରୀ ମାସ ରେ ପ୍ରଥମେ ଅନୁଗୁଳ ସହର ଥାନା ରୁ ନିଜ ପୋଲିସ ଚାକିରି ଆରମ୍ଭ କରିଥିବା ସୌମ୍ୟା ପରେ ୨୦୨୦ ମସିହାରେ ଭଦ୍ରକ ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଚାନ୍ଦବାଲି ଥାନାରେ କାର୍ଯ୍ୟରତ ଅଛନ୍ତି। ମହାମାରୀ କରୋନା ସମୟରେ ତାଙ୍କ କାର୍ଯ୍ୟ ଶୈଳୀ ଉଚ୍ଚ କୋଟିର ଥିଲା। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଜଣା ପଡ଼ିଛି।
ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…
ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…
ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…