ଆଜି ମା’ କଟକ ଚଣ୍ଡୀଙ୍କ ଷୋଡ଼ଶୀ ବେଶ ଓ ଗଡ଼ଚଣ୍ଡୀଙ୍କ ଭୁବନେଶ୍ୱରୀ ବେଶ

କଟକ (କେନ୍ୟୁଜ୍) :ଷୋଡ଼ଶ ଉପଚାରରେ ଚାଲିଛି କଟକର ଅଧିଷ୍ଠାତ୍ରୀ ଦେବା ମା’ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୂଜାର୍ଚ୍ଚନା । ପ୍ରତିଦିନ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଆଜି ମା’ ଚଣ୍ଡୀ ଷୋଡ଼ଶୀ ବେଶ ଓ ମା’ ଗଡ଼ଚଣ୍ଡୀ ଭୁବନେଶ୍ୱରୀ ବେଶରେ ଦର୍ଶନ ଦେବେ । ପ୍ରତିଦିନ ମାଆଙ୍କ ନୂଆ ନୂଆ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.